ଜଳୁଛି ପଶ୍ଚିମ ଓଡ଼ିଶା

May 30, 2024 - 20:21
 12

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳି ଯୋଗୁଁ ପଶ୍ଚିମ ଓଡ଼ିଶାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜୀବନଯାତ୍ରା। ସକାଳ ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣାରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଟିଟିଲାଗଡ଼ ୩୮, ବଲାଙ୍ଗୀର ୩୭.୪, ସୋନପୁର ୩୬.୬, ଝାରସୁଗୁଡ଼ା ୩୬.୬, ହୀରାକୁଦ ୩୬.୪, ସମ୍ବଲପୁର ୩୬.୨, ରାଉରକେଲା ଓ ବରଗଡ଼ରେ ୩୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।