ପ୍ରବଳ ବର୍ଷାରେ ବୁଡ଼ିଲା ଅସ୍ଥାୟୀ ପୋଲ

Jul 15, 2024 - 14:30
 41
ପ୍ରବଳ ବର୍ଷାରେ ବୁଡ଼ିଲା ଅସ୍ଥାୟୀ ପୋଲ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ପ୍ରବଳ ବର୍ଷା ଯୋଗୁଁ ବୁଡ଼ିଲା ଅସ୍ଥାୟୀ ପୋଲ। ଟୁରି ନଦୀର ଅସ୍ଥାୟୀ ପୋଲ ଉପରେ ୨ ଫୁଟ୍‌ର ପାଣି ପ୍ରବାହିତ ହେଉଥିବା ସୂଚନା।

ଉମରକୋଟ-ନବରଙ୍ଗପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶତାଧିକ ଗାଡ଼ି।