ଗଜପତି କେନ୍ଦୁଘାଟିରେ ୨୦ ଫୁଟ୍ ତଳକୁ ଓଲଟିଲା ବସ୍
ମୋହନା: ଗଜପତି ଜିଲ୍ଲାରେ ବସ୍ ଓ ପିକ୍ଅପ ଭ୍ୟାନକୁ ଧକ୍କା ଦେଲା ଆଉ ଏକ ବସ୍। ପିକ୍ଅପକୁ ଧକ୍କା ଦେଇ ୨୦ ଫୁଟ୍ ତଳକୁ ଓଲଟିଲା ବସ୍। ଉଭୟ ବସ୍ରେ ଥିବା ୨୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ୪ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ରାସ୍ତା କଡ଼ରେ ବସ୍ ଓ ତା'ଆଗରେ ଥିଲା ପିକ୍ଅପ।