ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

May 25, 2024 - 23:39
 11
ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଏରୋଡ୍ରମ୍ କଲୋନୀ ୟୁପି ସ୍କୁଲ୍ ରେ ମତ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ। ବହୁ ସଂଖ୍ୟାରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ଅପିଲ କଲେ ନବୀନ। ନିଜ ପ୍ରତିକ୍ରିୟାରେ ସେ କହିଲେ ଯେ ଚଳିତ ନିର୍ବାଚନରେ ଇତିହାସ ରଚିବ ବିଜେଡି। ଆମେ ଓଡ଼ିଶାରେ ପୁଣି ସ୍ଥିର ସରକାର ଗଠନ କରିବୁ। ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିର ହେବ ବଡ଼ ବିଜୟ।