୫ ମାସ ପରେ କୂଅରୁ ମିଳିଲା ଚୋରି ଦାନହୁଣ୍ଡି

Aug 16, 2024 - 18:08
 8

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାରେ ୫ ମାସ ପରେ କୂଅରୁ ମିଳିଲା ଚୋରି ଦାନହୁଣ୍ଡି । ମନ୍ଦିର ଠାରୁ ୮ କିମି ଦୂର ଏକ ଚାଷ ଜମି ନିକଟ କୂଅରୁ ମିଳିଲା ହୁଣ୍ଡି । ହୁଣ୍ଡିରୁ ୧୩ ହଜାର ଟଙ୍କା ସହ ୨ଟି ପିତଳ ନାଗ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ମାର୍ଚ୍ଚରେ ପୁହୁଣ୍ଡି ଗାଁ ତୁମ୍ବେଶ୍ବର ମହାଦେବ ମନ୍ଦିରରୁ ଚୋରି ହୋଇଥିଲା । ଉଦ୍ଧାର ପରେ ଦାନହୁଣ୍ଡିକୁ ଜରଡ଼ା ପୋଲିସକୁ ହସ୍ତାନ୍ତର କଲେ ଲୋକେ।