ଭୁବନେଶ୍ଵର ଫେରିଲେ ଭାରତୀୟ ହକି ହିରୋ ଅମିତ ରୋହିଦାସ

Aug 16, 2024 - 18:11
 108
ଭୁବନେଶ୍ଵର ଫେରିଲେ ଭାରତୀୟ ହକି ହିରୋ ଅମିତ ରୋହିଦାସ

ଭୁବନେଶ୍ୱର: ଭୁବନେଶ୍ଵର ଫେରିଲେ ଭାରତୀୟ ହକି ଦଳର ଖେଳାଳି ଅମିତ ରୋହିଦାସ। ଆଜି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅମିତଙ୍କୁ ସ୍ବାଗତ କରିଛନ୍ତି ଓଡ଼ିଶା କ୍ରୀଡ଼ା ବିଭାଗର ଅଧିକାରୀ ଓ ଖେଳାଳୀ। ପ୍ରଥମ ଓଡ଼ିଆ ଖେଳାଳି ଭାବେ ଅଲିମ୍ପିକ୍ସରେ ଜିତିଛନ୍ତି ପଦକ। ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛି ଭାରତୀୟ ହକି ଦଳ। ଅମିତଙ୍କ ପାଇଁ ୪ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।