ନଦୀକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

Sep 5, 2023 - 13:53
 119
ନଦୀକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ପାରାଦୀପ: ନଦୀକୁ ଡେଇଁ ଜଣେ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଜଗତସିଂହପୁର ଜିଲ୍ଲା ଅଠରବାଙ୍କି ନଦୀକୁ ସ୍କୁଲ୍ ବ୍ୟାଗ ଫୋପାଡ଼ି ଡେଇଁ ପଡ଼ିଥିଲେ ଛାତ୍ରୀ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେଲେ ସ୍ଥାନୀୟ ଳୋକେ। ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି।