ଲଗାତାର ୩ ଦିନରେ ୩ ବ୍ୟବସାୟୀଙ୍କ ଠାରୁ ଲୁଟ୍
କଟକ: କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ୩ ଦିନରେ ୩ ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଛି। ପୃଥକ୍ ପୃଥକ୍ ସ୍ଥାନରେ ବ୍ୟବସାୟୀଙ୍କ ଠାରୁ ଲୁଟ୍ କରାଯାଇଛି। ଆଜି ଜଣେ ପରିବା ବ୍ୟବସାୟୀଙ୍କ ଠାରୁ ୫ ହଜାର ଲୁଟ୍ ଅଭିଯୋଗ ହୋଇଛି। କାଲି ମାଛ ବ୍ୟବସାୟୀଙ୍କ ଠାରୁ ୧୦ ହଜାର ଲୁଟ୍ କରିଥିଲେ ଲୁଟେରା।