ବାଲେଶ୍ବରରେ ବାଘ ଛାଲ ସହ ୧୧ ଗିରଫ

Dec 24, 2024 - 20:58
 10

ବାଲେଶ୍ଵର: ବାଲେଶ୍ଵର ସୋର ଅଞ୍ଚଳରୁ ବାଘ ଛାଲ ଜବତ କରାଯାଇଛି। ବାଘ ଛାଲ ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ୧୧ ଜଣଙ୍କୁ ଧରିଲା ବନ ବିଭାଗ। ଗିରଫ ଅଭିଯୁକ୍ତଙ୍କ ଠାରୁ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି।