ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କଲେ ବିଦେଶୀ ପର୍ଯ୍ୟଟକ

Mar 31, 2024 - 00:33
 56

ପୁରୀ: ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କଲେ ବିଦେଶୀ ପର୍ଯ୍ୟଟକ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବାବେଳେ ଧରା ପଡ଼ିଥିବା ସୂଚନା ମିଳିଛି। ପୋଲିସ୍ ଅଟକାଇବାରୁ ଆକ୍ରମଣ କରିଥିଲେ। ବିଦେଶୀ ପର୍ଯ୍ୟଟକ ପୋଲିସ୍ ଦ୍ଵାରା ଅଟକ ଥିବା ଜଣାପଡ଼ିଛି।