ଓଡ଼ିଶା ନିର୍ବାଚନ ଫଳାଫଳ: ଜାଣନ୍ତୁ କିଏ କେଉଁ ଆସନରୁ ଜିତିଲେ
ଭୁବନେଶ୍ୱର: ଓଡ଼ିଶାରେ ହେଉଥିବା ଭୋଟ ଗଣତିରୁ ଆକଳନ କରାଯାଇଛି ଯେ ରାଜ୍ୟରେ ସରକାର ଗଢ଼ିବ ବିଜେପି। ବ୍ରଜରାଜନଗର- ସୁରେଶ ପୂଜାରୀ(ବିଜେପି) ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ(ବିଜେପି) ଚିତ୍ରକୋଣ୍ଡା- ମଙ୍ଗୁ ଖିଲ(କଂଗ୍ରେସ) ରଘୁନାଥପାଲ୍ଲୀ- ଦୁର୍ଗା ତନ୍ତୀ(ବିଜେପି) ମାଲକାନଗିରି- ନରସିଂହ ମାଡ଼କାମୀ(ବିଜେପି) ଆଳି- ପ୍ରତାପ ଦେବ(ବିଜେଡି) କୁଚିଣ୍ଡା- ରବି ନାୟକ(ବିଜେପି) ଭୁବନେଶ୍ୱର(ମଧ୍ୟ)- ଅନନ୍ତ ନାରାୟଣ ଜେନା(ବିଜେଡି) ବାଙ୍କୀ- ଦେବୀ ରଂଜନ ତ୍ରିପାଠୀ(ବିଜେଡି) ଦଶପଲ୍ଲା- ରମେଶ ବେହେରା(ବିଜେଡି) ବିଝାଂରପୁର- ପ୍ରମିଳା ମଲ୍ଲିକ(ବିଜେଡି) ଜଗତସିଂହପୁର- ଅମରେନ୍ଦ୍ର ଦାସ(ବିଜେପି) ଆଠମଲ୍ଲିକ- ନଳିନୀକାନ୍ତ ପ୍ରଧାନ(ବିଜେଡି) ଅନୁଗୁଳ- ପ୍ରତାପ ଚନ୍ଦ୍ର ପ୍ରଧାନ(ବିଜେପି) ବରଗଡ଼- ଅଶ୍ୱିନୀ ଷଡ଼ଙ୍ଗୀ(ବିଜେପି) କେନ୍ଦୁଝର- ମୋହନ ମାଝୀ(ବିଜେପି) ରଣପୁର- ସୁରମା ପାଢ଼ୀ(ବିଜେପି) ସମ୍ବଲପୁର- ଜୟନାରାୟଣ ମିଶ୍ର(ବିଜେପି) ଆନନ୍ଦପୁର- ଅଭିମନୁ୍ୟ ସେଠୀ(ବିଜେଡି) ଧର୍ମଗଡ଼- ସୁଧିର ପାଟ୍ଟଯୋଶୀ(ବିଜେପି) ବାଲିଗୁଡ଼ା- ଚନ୍ଦ୍ରମଣି କହଁର(ବିଜେଡି) ଭବାନୀପାଟଣା- ସାଗର ଦାସ(କଂଗ୍ରେସ) ଅତାବିରା- ନିହାର ମହାନନ୍ଦ(ବିଜେପି) ବଡ଼ସାହି- ସନାତନ ବିଜୁଳି(ବିଜେପି) ଟିଟିଲାଗଡ଼- ନବୀନ ଜୈନ(ବିଜେପି) ସାନଖେମୁଣ୍ଡି-ରମେଶ ଜେନା(କଂଗ୍ରେସ) ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ୱାଇଁ(ବିଜେପି) କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ(ବିଜେପି) ଘଷିପୁରା- ବଦ୍ରିନାରାୟଣ ପାତ୍ର(ବିଜେଡି) ପାଟକୁରା- ଅରବିନ୍ଦ ମହାପାତ୍ର(ବିଜେଡି) ବାଲିଗୁଡ଼ା- ଚନ୍ଦ୍ରମଣି କହଁର(ବିଜେଡି) ଯଶୀପୁର- ଗଣେଶ ରାମସିଂ(ବିଜେପି) ଫୁଲବାଣୀ- ଉମାଚରଣ ମଲ୍ଲିକ(ବିଜେପି) କଣ୍ଟାମାଳ-କହ୍ନେଇ ଚରଣ ଡାଙ୍ଗ(ବିଜେପି) କୋରାପୁଟ- ରଘୁରାମ ମାଛ(ବିଜେପି) ବଡ଼ଚଣା-ଅମର ନାୟକ(ବିଜେପି) କଟକ ସଦର- ପ୍ରକାଶ ସେଠୀ(ବିଜେପି) ନୂଆପଡ଼ା- ରାଜେନ୍ଦ୍ର ଢ଼ୋଲକିଆ(ବିଜେଡି) ଧର୍ମଶାଳା- ହିମାଂଶୁ ସାହୁ(ସ୍ୱାଧୀନ) ଏକାମ୍ର ଭୁବନେଶ୍ୱର- ବାବୁ ସିଂ(ବିଜେପି) ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ(ବିଜେପି) ଧାମନଗର- ସୁରଜ ସୂର୍ଯ୍ୟବଂଶୀ(ବିଜେପି) ବୋ÷ଦ୍ଧ- ସରୋଜ ପ୍ରଧାନ(ବିଜେପି) ଖୋର୍ଦ୍ଧା- ପ୍ରଶାନ୍ତ ଜଗଦେ୍ଦବ(ବିଜେପି) ରାଉରକେଲା- ସାରଦା ନାୟକ(ବିଜେଡି) ଭଂଜନଗର-ପ୍ରଦ୍ୟୁମ୍ନ ନାୟକ(ବିଜେପି) ମାହାଙ୍ଗା- ସାରଦା ପ୍ରଧାନ(ସ୍ୱାଧୀନ) ହିଞ୍ଜିଳି ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ବିଜୟୀ ହୋଇଥିବା ଜଣାପଡ଼ିଛି।