ଭାରତର ନିର୍ବାଚନ ଐତିହାସିକ ହୋଇଛି: ମୁଖ୍ୟ ନିର୍ବାଚନ କମିଶନର

Jun 3, 2024 - 23:13
 7
ଭାରତର ନିର୍ବାଚନ ଐତିହାସିକ ହୋଇଛି: ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ଭୋଟ ଗଣତି ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଏଥର ଭାରତର ନିର୍ବାଚନ ଐତିହାସିକ ହୋଇଛି। ମତଦାନରେ ବିଶ୍ୱ ରେକର୍ଡ କରିଛି ଭାରତ। ଭାରତରେ ୬୪.୨ କୋଟି ଭୋଟର ମତ ସାବ୍ୟସ୍ତ କରିଛନ୍ତି। ଏହା G7 ଦେଶର ମତଦାତାଙ୍କ ଠାରୁ ଅଧିକ। ମତଦାନରେ ମହିଳା ବହୁସଂଖ୍ୟାରେ ସାମିଲ ହୋଇଛନ୍ତି। ୩୧ କୋଟିରୁ ଅଧିକ ମହିଳା ଭୋଟ ଦେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।