ବିଧାନସଭା ଭଙ୍ଗ ସୁପାରିସ ପ୍ରସ୍ତାବ ଉପରେ ଓଡ଼ିଶା କ୍ୟାବିନେଟ୍ ମୋହର
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଓଡ଼ିଶା କ୍ୟାବିନେଟ୍ ବୈଠକ। ବିଧାନସଭା ଭଙ୍ଗ ସୁପାରିସ ପ୍ରସ୍ତାବ ଉପରେ ମୋହର ମାରିଲା କ୍ୟାବିନେଟ୍। କ୍ୟାବିନେଟ୍ ନିଷ୍ପତି ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ।