ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ୨୨ ରାଜ୍ୟକୁ ମିଳିଲା କେନ୍ଦ୍ରର ଅନୁଦାନ

Jul 12, 2023 - 17:30
 5
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ୨୨ ରାଜ୍ୟକୁ ମିଳିଲା କେନ୍ଦ୍ରର ଅନୁଦାନ

ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ୨୨ଟି ରାଜ୍ୟକୁ ମିଳିଲା କେନ୍ଦ୍ରର ଅନୁଦାନ। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ୭୫୩୨ କୋଟି ଦେଲା କେନ୍ଦ୍ର, ୨୨ ରାଜ୍ୟ ପାଇଁ ୭,୫୩୨ କୋଟି ପ୍ରଦାନ କରାଯାଇଛି। ମହାରାଷ୍ଟ୍ରକୁ ମିଳିଲା ସର୍ବାଧିକ ୧୪୨୦ କୋଟି ୮୦ ଲକ୍ଷ ଅନୁଦାନ ଏବଂ ଓଡ଼ିଶାକୁ ୭୦୭ କୋଟି ୬୦ ଲକ୍ଷର ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର |