ଜଳିଗଲା ୨ ଅଚଳ ବସ୍

Mar 9, 2025 - 21:10
 3
ଜଳିଗଲା ୨ ଅଚଳ ବସ୍

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାମଚନ୍ଦ୍ରପୁର ବଜାରରେ ନିଆଁ ଲାଗି ଜଳିଗଲା ୨ଟି ଅଚଳ ବସ୍। ବସ୍ ନିକଟରେ ଥିବା ଅଳିଆ ଗଦାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀ ଦ୍ଵାରା ନିଆକୁ ଆୟତ୍ତ କରାଯାଇଛି।