ଯାଜପୁରରେ ବାଇକ୍‌ ସହ ଜଳିଗଲେ ଚାଳକ

Mar 9, 2025 - 21:12
 6

ଯାଜପୁର: ଯାଜପୁର ଜିଲ୍ଲା ଜାତୀୟ ରାଜପଥରେ ଥିବା ପୁରୁଣା ଟୋଲ୍‌ଗେଟ୍‌ ନିକଟରେ ବାଇକ୍‌ ସହ ଜଳିଗଲେ ଚାଲକ। ବାଇକ୍‌ରେ ନିଆଁ ଲାଗି ୬୦ରୁ ୭୦% ଜଳିଗଲେ ବାଇକ୍‌ ଆରୋହୀ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।