ଟାଭେରାକୁ ଧକ୍କା ଦେଲା ଟ୍ରକ୍, ୨ ମୃତ

Jun 4, 2024 - 22:40
 7

ବାଲୁଗାଁ: ଗଞ୍ଜାମ ଜିଲ୍ଲା ଦେଇ ଯାଉଥିବା ଜାତୀୟ ରାଜପଥ ୧୬ ଛତ୍ରପୁର ଛକ ନିକଟରେ ଟାଭେରାକୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ବ୍ରହ୍ମପୁର ଫେରୁଥିବା ସମୟରେ ଘଟିଛି ଅଘଟଣ।