ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ

Jun 14, 2024 - 13:04
 15

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହୋଇଛି। ରାତ୍ର ପହୁଡ଼ ବିଳମ୍ବ ହେବାରୁ ଦ୍ୱାରାଫିଟା ନୀତି ଠିକ୍ ସମୟରେ ହୋଇପାରିନଥିଲା। ନୀତି ବିଳମ୍ବ ଯୋଗୁଁ ସାଧାରଣ ଦର୍ଶନ ବାଧାପ୍ରାପ୍ତ ହୋଇଛି।