ଚାକିରି ଦେବା ନାଁରେ ୪୦ ଲକ୍ଷ ଟଙ୍କା ଠକେଇ, ୩ ଗିରଫ

Aug 26, 2023 - 17:25
 7

ଭୁବନେଶ୍ୱର: ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିଛି ଭୁବନେଶ୍ୱର ଭରତପୁର ପୋଲିସ। ଚାକିରି ଦେବା ନାଁରେ ୬୦ ଜଣଙ୍କ ଠାରୁ ୪୦ ଲକ୍ଷ ଠକିଥିଲେ। ମୋ ସ୍କୁଲ୍ ନାଁରେ ଜାଲି ୱେବ୍ ସାଇଟ୍ ଖୋଲି ଠକାମି କରିଥିବା ଅଭିଯୋଗ ହୋଇଛି।