ଚାକିରି ନାଁରେ ୩୫ ଲକ୍ଷ ଠକେଇ ଅଭିଯୋଗରେ ଜଣେ ଗିରଫ

Sep 23, 2023 - 12:40
 38
ଚାକିରି ନାଁରେ ୩୫ ଲକ୍ଷ ଠକେଇ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର: ଚାକିରି ଦେବାକୁ କହି ୩୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଭୁବନେଶ୍ୱର ସହିଦ ନଗର ଥାନା ପୋଲିସ୍। ଏକାଧିକ ଲୋକଙ୍କୁ ଚାକିରି ନାଁରେ ଠକିଥିବା ଅଭିଯୋଗ ହୋଇଛି। ଗିରଫ ବ୍ୟକ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର କର୍ମଚାରୀ ବୋଲି ସୂଚନା ମିଳିଛି।