ଚାକିରିରୁ ବହିଷ୍କାର ହେଲେ ୯ ସରକାରୀ ଅଧିକାରୀ

Jul 7, 2023 - 12:22
 4
ଚାକିରିରୁ ବହିଷ୍କାର ହେଲେ ୯ ସରକାରୀ ଅଧିକାରୀ

ଭୁବନେଶ୍ୱର : ଓଡ଼ିଶା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଚାକିରିରୁ ବହିଷ୍କାର ହେଲେ ୯ ସରକାରୀ ଅଧିକାରୀ । ୩ ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ, ୬ ଜଣଙ୍କ ପେନସନ୍‌ ବନ୍ଦ କଲେ ସରକାର । ସଂପୃକ୍ତ ୯ଜଣଙ୍କ ବିରୋଧରେ ଆସିଥିଲା ଦୁର୍ନୀତି ଅଭିଯୋଗ। ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ ନେଉଛନ୍ତି। ଏପର୍ଯ୍ୟନ୍ତ ୧୯୭ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।