ଟ୍ରାକ୍ଟରକୁ ଧକ୍କା ଦେଲା କଣ୍ଟେନର; ୨ ମୃତ

Sep 8, 2023 - 18:09
 9
ଟ୍ରାକ୍ଟରକୁ ଧକ୍କା ଦେଲା କଣ୍ଟେନର; ୨ ମୃତ

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା କୋବାଟା ସରୁମ୍ ନିକଟରେ ଟ୍ରାକ୍ଟରକୁ ଧକ୍କା ଦେଲା କଣ୍ଟେନର। ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି। ଦୁଇ ମୃତକ ହେଲେ ଚିକୁ ସାହୁ ଓ ନାରାୟଣ ସେଠ। ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ଏକାଠି ହୋଇ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରିଛନ୍ତି।