ଟ୍ରେନ୍ ରେ କଟି ଛଅ ମୃତ, ଦୁଇଟି ଗୁରୁତର
ଯାଜପୁର: ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ରେ କଟି ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟି ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ବର୍ଷା ପବନ ଯୋଗୁଁ ଟ୍ରେନ୍ ବଗି ତଳେ ଆଶ୍ରୟ ନେଇଥିଲେ। ଟ୍ରେନ୍ ଟି ଚାଲିବା ପରେ ଘଟିଛି ଏହି ଅଘଟଣ।