ଭଟ୍ଟାରିକାରେ ଜାରି ହେଲା ୧୪୪ ଧାରା

Aug 3, 2023 - 17:37
 5

କଟକ: କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ମା ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି| ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ପାଣି ପଶିବାରୁ କଟକଣା ଲଗାଯାଇଛି। କଟକଣା ଜାରି କଲେ ବଡ଼ମ୍ବା ତହସିଲଦାର। ସିଂହନାଥ ପୀଠରେ ମଧ୍ୟ କଟକଣା ଜାରି କରାଯାଇଛି ।