ସହିଦ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ସରକାରୀ ବିଦ୍ୟାଳୟ ତରଫରୁ ବନୋମହୋତ୍ସବ ୨୦୨୩ ପାଳନ ଅବସରରେ ଆଜି ସ୍କୁଲ୍ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁପ୍ରଭା ଶତପଥୀ ଓ ମୋ ସ୍କୁଲ ସଭାପତି ନାରାୟଣ ମହାପାତ୍ର, ପୁରାତନ ଛାତ୍ର ଶ୍ରୀନିବାସ ରାଓ, ଜିତେନ୍ଦ୍ର ସ୍ଵାଇଁ ଓ ସ୍କୁଲ ପିଲାଙ୍କ ଙ୍କ ଉପସ୍ଥିତି ସମାଜ ପାଇଁ ଏକ ସକାରାତ୍ମକ ବାର୍ତ୍ତା ସୃଷ୍ଟି କରିଥିଲା। ଗଛ ର ଆବଶ୍ୟକତା ଦୃଷ୍ଟି ରୁ ସହର ର ବିଭିନ୍ନ ଜାଗା ରେ ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମ କରିବାକୁ ଅନୁରୋଧ କରାଯାଇଥିଲା ।