ପୁରୀରେ ବସ୍-ବାଇକ୍ ଧକ୍କାରେ ୩ ମୃତ

Jun 5, 2023 - 17:29
 8
ପୁରୀରେ ବସ୍-ବାଇକ୍ ଧକ୍କାରେ ୩ ମୃତ

ପୁରୀ: ପୁରୀ ମଙ୍ଗଳାଘାଟ ବାଇପାସ୍ ଓଁକାରେଶ୍ୱର ମନ୍ଦିର ନିକଟରେ ଏକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ସ୍ୱାମୀ, ସ୍ତ୍ରୀ ସହ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭୋଜି ଖାଇ ବାଇକ୍ ରେ ଫେରୁଥିବା ବେଳେ ଧକ୍କା ଦେଲା ବସ୍।