୪୨ ମୌଜାରେ ଗୀତାଯଜ୍ଞ ଓ ଭାଗବତ ମହୋତ୍ସବ ଅନୁଷ୍ଠିତ

Oct 3, 2023 - 18:30
 9
୪୨ ମୌଜାରେ ଗୀତାଯଜ୍ଞ ଓ ଭାଗବତ ମହୋତ୍ସବ ଅନୁଷ୍ଠିତ

କଟକ : କଟକ ସଦର କଳପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ରାଉତରାପୁର ଗ୍ରାମରେ ଦୁଇଦିନ ଧରି ଗୀତାଯଜ୍ଞ ଓ ଭାଗବତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ମହୋତ୍ସବରେ ଭାଗବତ ପରିବାର ତରଫରୁ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ଶ୍ରୀଯୁକ ପ୍ରକାଶ କୁମାର ମାଝୀଙ୍କୁ ସମ୍ମାନିତ କରାଯାଇଥିଲା ।