ସୁନ୍ଦରଗଡ଼ରେ ରେଳରୋକ ଆନ୍ଦୋଳନ

Oct 3, 2023 - 09:55
 57
ସୁନ୍ଦରଗଡ଼ରେ ରେଳରୋକ ଆନ୍ଦୋଳନ

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ଜିଲ୍ଲାରେ ରେଳରୋକ ଆନ୍ଦୋଳନ ଡାକରା ଦିଆଯାଇଛି। ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦେଇଛି ହେମଗିର ରେଲୱେ ସଂଗ୍ରାମ ସମିତି। ଟ୍ରେନ୍ ରହଣି ଦାବିରେ ଏହି ବନ୍ଦ ପାଳନ କରାଯାଉଛି।