କୋଇଲା ବୋଝେଇ ଟ୍ରେନ୍ ରେ ନିଆଁ

Feb 3, 2024 - 17:19
 8

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନ୍ ନିକଟରେ ଏକ କୋଇଲା ବୋଝେଇ ଟ୍ରେନ୍ ରେ ନିଆଁ ଲାଗିଥିବା ସୂଚନା। ଟ୍ରେନ୍ ର ୩ଟି ବଗି ରୁ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଛି। ସୋର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି। ଭଦ୍ରକ ଜିଲ୍ଲା ଧାମରା ରୁ କଲିକତା ଯାଉଥିଲା ଟ୍ରେନ୍।