ସ୍ଲାବ ଭୁଶୁଡ଼ି ୨ ଶ୍ରମିକ ମୃତ

Mar 3, 2025 - 23:06
 74

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା କର୍ପୁର ନୂଆଗାଁ ଗାଁରେ ଏକ କୋଠାଘରର ସ୍ଲାବ ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭେଟନଈ ଗାଁର ଶ୍ରମିକ ନିରଞ୍ଜନ ମହାନ୍ତି ଓ ବାଲିମାଳା ଗାଁର ଖଦାଳ ସେଠୀ। ମୃତଦେହ ଜବତ କରି ଆସିକା ପୋଲିସର ତଦନ୍ତ ଆରମ୍ଭ କରିଛି।