ଭବାନୀ ଭୋଇ ହେବେ ଉପବାଚସ୍ପତି

Jul 23, 2024 - 22:25
 7

ଭୁବନେଶ୍ଵର: ତଳସରା ବିଧାୟକ ଭବାନୀ ଭୋଇ ହେବେ ଉପବାଚସ୍ପତି। ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିବେ ଭବାନୀ। ଭବାନୀଙ୍କ ନାମ ଘୋଷଣା କଲା ଭାରତୀୟ ଜନତା ପାର୍ଟି।