ଆର୍. ସନ୍ଥନଗୋପାଳନ ହେଲେ ନୂଆ ସିଇଓ
ଭୁବନେଶ୍ୱର: ଆର୍. ସନ୍ଥନଗୋପାଳନ ହେଲେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓ। ୨୦୦୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ସନ୍ଥନଗୋପାଳନ। ସନ୍ଥନଗୋପାଳନଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।