ବାଲେଶ୍ଵରରେ ୨ କିଲୋ ବ୍ରାଉନସୁଗାର ଜବତ

Dec 8, 2024 - 22:22
 4

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ଅରଡ଼ବଜାରରୁ ୨ କିଲୋ ବ୍ରାଉନସୁଗାର ଜବତ କରାଯାଇଛି। ଜଣେ ବେପାରୀ ଗିରଫ ହୋଇଥିବା ସୂଚନା। ଗୁଇନ୍ଦା ସୂଚନା ଆଧାରରେ ଚଢ଼ାଉ କଲା ଅବକାରୀ ବିଭାଗ । ଜଣଙ୍କ ଘରୁ ଦୁଇ କିଲୋ ବ୍ରାଉନସୁଗାର ସହ ୫୫୭୦ ଟଙ୍କା ଓ ମୋବାଇଲ ଫୋନ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ କୋଟି ବୋଲି ଜଣାପଡ଼ିଛି।