'ସୁଭଦ୍ରା' ଫର୍ମ ଆବେଦନ ପାଇଁ ଟଙ୍କା ନେଇ CSC କର୍ମଚାରୀ ଗିରଫ
ଟିଟିଲାଗଡ଼: 'ସୁଭଦ୍ରା' ଫର୍ମ ଆବେଦନ ପାଇଁ ଟଙ୍କା ନେଇ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ମନି ଗାଁ କମନ୍ ସର୍ଭିସ୍ ସେଣ୍ଟର୍ ର ଜଣେ କର୍ମଚାରୀଙ୍କୁ ଗିରଫ କଲା ପୋଲିସ। 'ସୁଭଦ୍ରା' ଅନଲାଇନ୍ ଆବେଦନ ପାଇଁ ମହିଳାଙ୍କ ଠାରୁ ଟଙ୍କା ନେଉଥିଲେ।