ନିର୍ବାଚନ ପୂର୍ବରୁ କମିଶନରେଟ୍ ପୋଲିସ୍ ର ବୈଠକ
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ କମିଶନରେଟ୍ ପୋଲିସ୍ ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ୍ ଜିଲ୍ଲାର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ୱାରେଣ୍ଟ ଥିବା ବ୍ୟକ୍ତିଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ଓ ପେଶାଦାର ଅପରାଧୀଙ୍କ ଉପରେ ବିଶେଷ ନଜର ରଖାଯିବ ବୋଲି କହିଲେ ଡିସିପି ପ୍ରତୀକ ସିଂ। ବନ୍ଧୁକ ଲାଇସେନ୍ସ ଥିବା ବ୍ୟକ୍ତି ତାଙ୍କ ବନ୍ଧୁକ ଦାଖଲ କରିବେ ବୋଲି ସିଂ ସୂଚନା ଦେଇଛନ୍ତି।