ପୁଣି ଥରେ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ଵିନୀ ବୈଷ୍ଣବ

Feb 14, 2024 - 16:49
 51

ଭୁବନେଶ୍ୱର: ପୁଣି ଥରେ ରାଜ୍ୟସଭା ପ୍ରାର୍ଥୀ ହେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଆଜି ବିଜେପି ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ଆସ୍ଵିନୀଙ୍କୁ ସମର୍ଥନ ଜଣାଇଲା ବିଜେଡି।