ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଆର୍ ପି ଏଫ୍ ଏଏସ୍ଆଇ ଗିରଫ
ଭୁବନେଶ୍ୱର: ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଆର୍ ପି ଏଫ୍ ଏଏସ୍ଆଇ ଗିରଫ ହୋଇଛନ୍ତି। ଭୁବନେଶ୍ବର ଆର୍ଏ ପି ଏଫ୍ ଏସ୍ଆଇ ନିରଞ୍ଜନ ଜେନା ଗିରଫ ହୋଇଥିବା ଜଣାପଡ଼ିଛି। ଦୁଇ ଦିନ ପୂର୍ବେ ଟ୍ରେନରେ ଆସି ଷ୍ଟେସନରେ ଓହ୍ଲାଇଥିଲେ ଯୁବତୀ। ହଷ୍ଟେଲ ବନ୍ଦ ଥିବାରୁ ଆର୍ଥା ପି ଏଫ୍ ଥାନାକୁ ଯାଇଥିଲେ ଯୁବତୀ। ସେଠାରେ ନିରଞ୍ଜନ ନିଜ ରୁମରେ ରଖି ଅସଦାଚରଣ କରିଥିବା ଅଭିଯୋଗ।