"ବୀର ବିିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ଗ୍ରାମବାସୀଙ୍କ ଶୋଭାଯାତ୍ରା,ସଭା ଓ ସାଂସ୍କୃତିିକ କାର୍ଯ୍ୟକର୍ମ"
ଝାରସୁଗୁଡା:୧୬/୧୧:ଆଜିି ଝାରସୁଗୁଡା
ପୌରାଞ୍ଚଳ ୨ନଂ ଓ୍ବାର୍ଡ ସାରସମାଲ ଠାରେ
୧୪୮ତମ ବୀର୍ସାମୁଣ୍ଡା ଜୟନ୍ତୀ ଭବ୍ୟ ସମାରୋହରେ ପାଲନ ହୋଇଯାଇଛିି। ସର୍ବ
ପ୍ରଥମେ ଦିିନ ୨ଟାରେ ରାଜ୍ୟ ରାଜପଥରୁ
ଏକ ଶୋଭାଯାତ୍ରା ବାହାରିି ସଭାସ୍ଥଳୀକୁ ପହଞ୍ଚିଥିଲା। ସଭାରେ ମୁଖ୍ୟ ଅତିିଥି ଶ୍ରୀଯୁକ୍ତ
ବିିଶାଳ ଦାସ,ମୁଖ୍ୟ ବକ୍ତା ରତ୍ନାକର ପ୍ରଧାନ,
ବିିଶିଷ୍ଟ ଅତିିଥି ନନ୍ଦଲାଲ ମୁଣ୍ଡା,ଦୁବରାଜ ମୁଣ୍ଡା,ଶ୍ରୀମତୀ ସାବିିତ୍ରିି ବାର୍ଲା ତଥା ସଂଘର
ସଭାପତି ମିଶ୍ର ମୁଣ୍ଡା ଓ ଉପସଭାପତିି ମାୟା
ରାମ ବାର୍ଲା ମଞ୍ଚାସୀନ ଥିଲେ। ସମସ୍ତ ଅତିିଥି ବୃନ୍ଦ ବୀର ବିର୍ସାଙ୍କ ଇତିିହାସ,ଇତିିହ୍ୟ,ଗାଥା ଉପରେ ଆଲୋକପାତ କରିିଥିଲେ। ଏହାପରେ ପ୍ରତିି
ଯୋଗୀତାରେ କୃତିି ଛାତ୍ରଛାତ୍ରୀଙ୍କୁ ପୁରଷ୍କାର
ପ୍ରଦାନ କରାଯାଇଥିଲା। ଶେଷରେ ସାଂସ୍କୃତିିକ କାର୍ଯ୍ୟକର୍ମ ପରିିବେଶନ କରାଯାଇଥିଲା। ସଭାକୁ ଭୀଷ୍ମ ଦେବ ମୁଣ୍ଡା
ପରିିଚାଲନା କରିିଥିଲା ବେଳେ ମିଶ୍ର ମୁଣ୍ଡା
ଧନ୍ୟବାଦ ଅପର୍ଣ କରିିଥିଲେ।