କୋହଲି-ଶ୍ରେୟସଙ୍କ ପରେ ଶାମି ଝଡ଼ରେ ନ୍ୟୁଜିଲାଣ୍ଡ ଧରାଶାୟୀ, ୧୨ ବର୍ଷ ପରେ ଫାଇନାଲ୍‌ରେ ପ୍ରବେଶ କଲା ଭାରତ l

Nov 15, 2023 - 17:57
 9
କୋହଲି-ଶ୍ରେୟସଙ୍କ ପରେ ଶାମି ଝଡ଼ରେ ନ୍ୟୁଜିଲାଣ୍ଡ ଧରାଶାୟୀ, ୧୨ ବର୍ଷ ପରେ ଫାଇନାଲ୍‌ରେ ପ୍ରବେଶ କଲା ଭାରତ l


▪️ମୁମ୍ଵାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମି ଫାଇନାଲ୍‌ର ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡରକୁ ୭୦ ରନରେ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ।
▪️ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ଶତକ ପରେ ମହମ୍ମଦ ଶାମିଙ୍କ ଘାତକ ବୋଲିଂ(୭ ଓ୍ଵିକେଟ୍) ବଳରେ ଭାରତ ୧୨ ବର୍ଷ ପରେ ବିଶ୍ଵକପ୍‌ର ଫାଇନାଲ୍‌ରେ ପହଞ୍ଚି ପାରିଛି।

▪️୭୦ ରନ୍‌ରେ ଭାରତ ବିଜୟୀ l
▪️ମହମ୍ମଦ ସାମି ନେଲେ ୭ ଓ୍ୱିକେଟ l
▪️ବିରାଟ ଏବଂ ଶ୍ରେୟାସ ଆୟର ଶତକୀୟ ପାରି l
▪️ସଚୀନଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ l