ଜମିପଟ୍ଟା ଦାବିରେ ସାଲିଆ ସାହି ବାସିନ୍ଦାଙ୍କ ଆନ୍ଦୋଳନ

Nov 22, 2023 - 14:01
 10
ଜମିପଟ୍ଟା ଦାବିରେ ସାଲିଆ ସାହି ବାସିନ୍ଦାଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଆଜି ଜମିପଟ୍ଟା ଦାବିରେ ସାଲିଆ ସାହିର ବାସିନ୍ଦା ମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରିଛନ୍ତି। ସାଲିଆ ସାହିକୁ ସର୍ଭେରୁ ବାଦ୍ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ସାଲିଆ ସାହିରୁ ପଦଯାତ୍ରାରେ ଆସି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ।