ହୀରାକୁଦ ଷ୍ଟେସନ୍ ରେ ମକ୍ ଡ୍ରିଲ୍

Nov 22, 2023 - 14:03
 52
ହୀରାକୁଦ ଷ୍ଟେସନ୍ ରେ ମକ୍ ଡ୍ରିଲ୍

ସମ୍ବଲପୁର: ଆଜି ସମ୍ୱଲପୁର ରେଳ ମଣ୍ଡଳ ପକ୍ଷରୁ ହୀରାକୁଦ ଷ୍ଟେସନ୍ ରେ ମକ୍ ଡ୍ରିଲ୍ କରଯାଇଛି। ଦୁର୍ଘଟଣା ଘଟିଲେ ଉଦ୍ଧାର କାର୍ଯ୍ୟ କିପରି ସଠିକ୍ ଭାବରେ ଓ ତ୍ୱିରିତ ହେବ ସେନେଇ ମକ୍ ଡ୍ରିଲ୍ କରାଯାଇଥିବା ଜଣାପଡ଼ିଛି। ଏଥିରେ ରେଲୱେ ପ୍ରୋଟେକ୍ସନ୍ ଫୋର୍ସ, ଉଦ୍ଧାରକାରୀ ଦଳ, ବୈଷୟିକ ଦଳ ସାମିଲ ଥିଲେ।