ଉଦ୍ଘାଟିତ ହେଲା ବାଲିଯାତ୍ରା ପ୍ରଜ୍ଞାପନ ମେଢ଼
କଟକ: ଉଦ୍ଘାଟିତ ହୋଇଛି ବାଲିଯାତ୍ରା ପ୍ରଜ୍ଞାପନ ମେଢ଼। ଏହାକୁ ଉଦ୍ଘାଟନ କଲେ କଟକ ଜିଲ୍ଲାପାଳ ଓ କଟକ ମହାନଗର ନିଗମ ମୟର। ବାଲିଯାତ୍ରା ଇତିହାସ ବାର୍ତ୍ତା ବାଣ୍ଟିବ ଏହି ମେଢ଼। ଏହା ଭୁବନେଶ୍ଵର, କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପାରାଦୀପ ପରିଭ୍ରମଣ କରିବ ମେଢ଼।