ଗାଡ଼ି ଜବତ କରିବାକୁ ଯାଇଥିବା ପୋଲସ କର୍ମଚାରୀଙ୍କୁ ଆକ୍ରମଣ

Nov 15, 2023 - 17:27
 8

ବାସୁଦେବପୁର: ଗାଡ଼ି ଜବତ କରିବାକୁ ଯାଇଥିବା ପୋଲିସ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଫାଇନାନ୍ସ କିସ୍ତି ଖିଲାପ ଅଭିଯୋଗରେ ଟ୍ରାକ୍ଟର ଜବତ ପାଇଁ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବିନୟପୁର ଗାଁକୁ ଯାଇଥିଲେ ପୋଲିସ କର୍ମଚାରୀ। ଟ୍ରାକ୍ଟର ମାଲିକଙ୍କ ପାରିବାର ଆକ୍ରମଣ କରିଥିବା ସୂଚନା ମିଳିଛି। ଦୁଇ ଜଣ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।