ଖାଲରେ ଫସିଲା ଛୁଆ ହାତୀ

Sep 2, 2023 - 16:25
 8
ଖାଲରେ ଫସିଲା ଛୁଆ ହାତୀ

କୋଇଡା: ରାତି ସାରା ଖାଲରେ ପଡ଼ି ରହିଛି ଏକ ଛୁଆ ହାତୀ। ସୁନ୍ଦରଗଡ଼ ଜିଲ୍ଲାର କନ୍ତରକୋଇଡା ଗାଁରେ ନିକଟ ଖାଲରେ ଖସି ପଡ଼ିଛି ଛୁଆ ହାତୀ। ଛୁଆକୁ ଜଗି ରହିଛି ମା ହାତୀ।