ବନ୍ୟାପାଣି ମାଡ଼ି ଯିବାରୁ ଭଦ୍ରକରୁ ଆଖଣ୍ଡଳମଣି ରାସ୍ତା ବନ୍ଦ

Aug 20, 2023 - 18:23
Aug 28, 2023 - 14:11
 4
ବନ୍ୟାପାଣି ମାଡ଼ି ଯିବାରୁ ଭଦ୍ରକରୁ ଆଖଣ୍ଡଳମଣି ରାସ୍ତା ବନ୍ଦ

ଭଦ୍ରକ: ବନ୍ୟାପଣି ମାଡ଼ି ଯିବାରୁ ଭଦ୍ରକରୁ ଆଖଣ୍ଡଳମଣି ରାସ୍ତା ବନ୍ଦ ହୋଇଯାଇଛି। ଆସୁରାଳି-କୋଠାର ରାସ୍ତା ଉପରେ ୪ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି। ରେବ ଓ କପାଳି ନଦୀର ଜଳସ୍ତର ବୃଦ୍ଧି ପାଇଥିବା ଯୋଗୁଁ ପାଣି ମାଡ଼ି ଆସିଛି। ଅସୁରାଳି, ଫତପୁର ଓ କାସିନ୍ଦୀପୁରର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।