ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣା: ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୋଲିସ

Aug 20, 2023 - 18:20
Aug 28, 2023 - 14:11
 45
ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣା: ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୋଲିସ

ଭୁବନେଶ୍ୱର : ପୁରୀ ସତ୍ୟବାଦୀରେ ଭିକେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ କରିଥିବା ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୋଲିସ | ବିଳମ୍ବିତ ରାତିରେ ଲେଖାପଢ଼ା କରି ଭାସ୍କରଙ୍କୁ ଛାଡ଼ିଥିବା ସୂଚନା ମିଳିଛି । ଭାସ୍କରଙ୍କ ବଡ଼ଭାଇଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ଛାଡ଼ିଥିବା ଜଣାପଡ଼ିଛି। ଗତକାଲି ଏକ ସଭାରେ ଯୋଗ ଦେବାବେଳେ ପାଣ୍ଡିଆନଙ୍କୁ କାଳିମାଡ଼ କରିଥିଲେ ଭାସ୍କର |