ସୋନପୁରରୁ ୪୦ ଲକ୍ଷର ଜାଲ୍ ନୋଟ୍ ଜବତ
ସୋନପୁର: ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ କଲା କ୍ରାଇମବ୍ରାଞ୍ଚ STF ଟିମ୍। ଘଟଣାସ୍ଥଳରୁ ଜାଲ୍ ନୋଟ୍ ପ୍ରସ୍ତୁତ ସରଞ୍ଜାମ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି STF ଟିମ୍ । ରାଜ୍ୟ ବାହାରକୁ ରାକେଟର ଚେର ଲମ୍ବିଥିବା ଅନୁମାନ।