ବାଣ ବିସ୍ଫୋରଣରେ ଦମ୍ପତି ଗୁରୁତର
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ବଡ଼ସାହିରେ ବାଣ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣରେ ୨ ବଖରା ଘରର ଆଜବେଷ୍ଟସ ଉଡିଯାଇଛି। ବାଣ ଭିଡିବା ବେଳେ ବିସ୍ଫୋରଣ ହୋଇଛି।