ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ୨୮ତମ ତିରୋଧାନ ଦିବସ

Apr 17, 2025 - 14:51
 89
ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ୨୮ତମ ତିରୋଧାନ ଦିବସ

ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ତିରୋଧାନ ଦିବସ ପାଳନ କରୁଛି ବିଜେଡି। ଦଳ ପକ୍ଷରୁ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବିଜୁ ଜନତା ଦଳ ପକ୍ଷରୁ ବିନ୍ଦୁ ସାଗରରେ ତିଳ ତର୍ପଣ କରାଯାଇଛି। ବିଜୁ ବାବୁଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।