ଓଡ଼ିଶା ପୋଲିସ୍ ଦରମା ବୃଦ୍ଧି
ଭୁବନେଶ୍ଵର: ଓଡ଼ିଶା ପୋଲିସ୍ ଦରମା ବୃଦ୍ଧି କଲେ ରାଜ୍ୟ ସରକାର। ସ୍ଵତନ୍ତ୍ର ଷ୍ଟ୍ରାଇକିଙ୍ଗ ଫୋର୍ସରେ ନିଯୁକ୍ତ କର୍ମଚାରୀଙ୍କ ଦରମା ୩୦,୦୦୦ ରୁ ବଢ଼ି ହେଲା ୪୫,୦୦୦ ଟଙ୍କା। ରାଜ୍ୟ ଟ୍ରାଫିକ୍ ଓ ସଡ଼କ ସୁରକ୍ଷା ଶାଖା ସୁଦୃଢ଼ କରିବାକୁ ନିଆଯାଇଛି ନିଷ୍ପତ୍ତି। ରାଜ୍ୟ ଟ୍ରାଫିକ୍ ରେ ୨୦୦୦ ନୂଆ ପଦବୀ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି।